ଶ୍ରୀବାଣୀକ୍ଷେତ୍ରରେ ସୁନାବେଶ ସଂପନ୍ନ : ଓମଟିଭି
ପ୍ରତିବର୍ଷପରି ଚଳିତବର୍ଷ କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ଶୁଭଦ୍ରାଙ୍କ ସୁନାବେଶ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି।
e paper, online paper, daily paper, daily news,
ପ୍ରତିବର୍ଷପରି ଚଳିତବର୍ଷ କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ଶୁଭଦ୍ରାଙ୍କ ସୁନାବେଶ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି।
The High Court of Orissa has, on 9th July, 2022, organized a visit of law students from Dhenkanal to its premises. On the Children’s Day, 2021, the premises…
ଗଂଜାମଜିଲାଶେରଗଡବ୍ଳକରପିତଳ ନୂତନପିଏଚସିରଜନଆରୋଗ୍ଯସମିତି ନୂତନଭାବେଗଠିତହୋଇଛି।ପୂର୍ବରରୋଗୀକଲ୍ଯାଣସମିତରଏହାରୂପାନ୍ତରିତହୋଇଛି।ଜିଲାପରିଷଦସଭ୍ଯାମନୋରମାପଲେଇକଂଅଧ୍ଧକ୍ଷତାରେଅନୁଷ୍ଠିତବୈଠକରେଆୟୁଷଡାକ୍ତରଦେବାଶିଷଶତପଥୀସ୍ୱାଗତଭାଷଣସହବିବରଣୀଉପସ୍ତାପିତକରିଥିଲେ।
ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । ସକାଳୁ ରଣପୁର ରେ ଝିପିଝିପି ବର୍ଷା…
ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡ଼ିଶାରେ ବିଜୁ ଛାତ୍ର- ଯୁବ ଜନତା ଦଳ ପକ୍ଷରୁ ୨୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବାର…
ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ…
କନ୍ଧମାଳ ରାଇକିଆ ଗୁଜାପଙ୍ଗା ଗାଁର ମାମିନା। ଆଜକୁ ପ୍ରାୟ ୩୦ ବର୍ଷ ତଳେ କୃଷ୍ଣଚନ୍ଦ୍ର ରଣାଙ୍କ ପଞ୍ଚମ ସନ୍ତାନ ଭାବେ କୋଳମଣ୍ଡନ କରିଥିଲେ। ଜନ୍ମର ୩ ମାସ ପରେ ଆଖି ବୁଜିଥିଲେ ତାଙ୍କ…
ଚଳିତ ବର୍ଷ ରଥଯାତ୍ରା ପାଇଁ 225 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ .ପୂର୍ବରୁ 205 ଟି ବିଶେଷ ଟ୍ରେନ ଚଳାଚଳ ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା .ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ…
ପିଲା ପଢିବେ କେଉଁଠି? ସବୁ ପ୍ରଥମ ଶ୍ରେଣୀରେ ପାସ୍, ବିଜ୍ଞାନରେ ସିଟ୍ ନାହିଁ : ଓମଟିଭି ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୩ ଲକ୍ଷ ୨୫ ହଜାର ୯୧୯ ମୋଟ ବିଜ୍ଞାନ ସିଟ୍ ସଂଖ୍ୟା ୧ ଲକ୍ଷ…
● ଭୁବନେଶ୍ୱର - କେଏସଆର ବେଙ୍ଗାଲୁରୁ - ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର - ନୂଆଦିଲ୍ଲୀ - ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର - ଆନନ୍ଦ ବିହାର (ଦିଲ୍ଲୀ)…
ସମ୍ବିଧାନର ଧାରା 21A ଅନୁଯାଇ ଶିକ୍ଷା ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର l 2009ର ଶିକ୍ଷା ଅଧିକାର ଆଇନ ଅନୁଯାଇ ଚଉଦ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ତାଙ୍କ ନିକଟରେ ମୌଳିକ ଶିକ୍ଷା…
ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଆଇଆରସି ଭିଲେଜ ସରକାରୀ ସ୍କୁଲ ଭିତରେ ଆୟୋଜିତ 'ବନ ମହୋତ୍ସବ'
ଯାତ୍ରା ଅଭିନେତା ଖଳନାୟକ ଚରିତ୍ରର ମୁଖିଆ ଦଇତାରୀ ପଣ୍ଡାଙ୍କୁ କଡ଼ାକରି ତାଗିଦ କରାଯାଇଛି। ପଣ୍ଡା ବାବୁଙ୍କୁ ତାଗିଦ କରିଛନ୍ତି ତୁଳଶୀ ଗଣନାଟ୍ୟ ପରିଚାଳନା କମିଟି। ଅଭିଯୋଗ ଅନୁଯାୟୀ…
ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଵସ୍ତି ପାମ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।…
Today was the concluding evening of the Shree Jagannath's Devotional Music Festival ‘Guhari’ presented by the Department of Odia Language, Literature…
ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର…