କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ – ଅଂଶଗ୍ରହଣକାରୀଙ୍କ ପାଇଁ ଜରୁରୀ ସୂଚନା

କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ – ଅଂଶଗ୍ରହଣକାରୀଙ୍କ ପାଇଁ ଜରୁରୀ ସୂଚନା

କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ – ଅଂଶଗ୍ରହଣକାରୀଙ୍କ ପାଇଁ ଜରୁରୀ ସୂଚନା

କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ – ଅଂଶଗ୍ରହଣକାରୀଙ୍କ ପାଇଁ ଜରୁରୀ ସୂଚନା

ପ୍ରିୟ ଅଭିଭାବକବୃନ୍ଦ,

ଆପଣଙ୍କ ପିଲାଙ୍କ ନାମ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବରେ ଅଂଶଗ୍ରହଣ ପାଇଁ ପଞ୍ଜୀକୃତ ହୋଇଛି। ତେଣୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ଦିନ 24/11/2026 ସକାଳ 10am ରେ ଚିତ୍ରାଙ୍କନ ଏବଂ ସନ୍ଧ୍ୟା 5:30 ମିନିଟ୍ ସୁଦ୍ଧା ନିଜ ପିଲାଙ୍କୁ ମଞ୍ଚ ନିକଟରେ ଆଣି ଉପସ୍ଥିତ କରାନ୍ତୁ।

ସ୍ଥାନ : ରଙ୍ଗମାଟିଆ ସରକାରୀ ବିଦ୍ୟାଳୟ ପରିସର

ନୃତ୍ୟ ପ୍ରତିଯୋଗିତା ପାଇଁ ନିୟମାବଳୀ:

1\. ପ୍ରତ୍ୟେକ ପିଲାଙ୍କୁ ନୃତ୍ୟ ପରିବେଷଣ ପାଇଁ ସର୍ବନିମ୍ନ ୪ ମିନିଟ୍ ସମୟ ଦିଆଯିବ।

2\. ପ୍ରତ୍ୟେକ ୪ରୁ ୫ ଜଣ ପିଲାଙ୍କ ନୃତ୍ୟ ପରିବେଷଣ ପରେ ମଞ୍ଚ ଉପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ସେମାନଙ୍କୁ ପୁରସ୍କୃତ କରାଯିବ।

3\. ସମସ୍ତ ଅଂଶଗ୍ରହଣକାରୀ ନିର୍ଦ୍ଧାରିତ ସମୟ ଓ କାର୍ଯ୍ୟକ୍ରମର ନିୟମାବଳୀକୁ ପାଳନ କରିବା ଆବଶ୍ୟକ।

4: 20 ତାରିଖ ପରେ ଆଉ ନାମ ପଞ୍ଜିକରଣ ହେବ ନାହିଁ.

5: ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ଯେକୌଣସି ଭଗବାନଙ୍କ ଫୋଟୋ ଚିତ୍ର ଅଙ୍କନ କରିବାକୁ ପଡିବ. 

6: ଚିତ୍ରାଙ୍କନ ପରୀକ୍ଷା ପରେ ପ୍ରତିଯୋଗୀଙ୍କୁ ସେହିଠାରେ ମଞ୍ଜରେ ସଂଗେ ସଂଗେ ପୁରସ୍କାର ଦିଆଯିବ.

ଚିତ୍ରାଙ୍କନ ଓ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ନାମ ପଞ୍ଜୀକରଣ କରିଥିବା ସମସ୍ତ ଶିଶୁ କଳାକାର ଓ ଅଭିଭାବକମାନଙ୍କୁ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ।

ଆପଣଙ୍କ ପିଲାଙ୍କ ପ୍ରତିଭା ହିଁ ଆମ ମହୋତ୍ସବର ଗୌରବ।

ମା ବସୁଳେଇ ଯୁବକ ସଙ୍ଘ 

ସାଦର ଧନ୍ୟବାଦ।

ପରିଚାଳନା 

କଳିଙ୍ଗ ବିକାଶ