କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ: ୩ ବାଇକ, ବନ୍ଧୁକ ଜଳିଗଲା

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଛି | ହଠାତ ଗୋଦାମ ଘରେ ଥିବା ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ ଘଟିଛି।ଏହି ଅଗ୍ନିକାଣ୍ଡରେ ଶିକାରୀଙ୍କ ଠାରୁ ଜବତ ହୋଇଥିବା ୩ ବାଇକ, ବନ୍ଧୁକ, ଆସବାବପତ୍ର ଜଳିଯାଇଛି।ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା। ଖବର ପାଇ ଘଟଣା ସ୍ଥଳରେ କୁଲଡିହା ରେଞ୍ଜର ମନୋରଞ୍ଜନ ନାୟକ ଓ ଏସିଏଫ ମାଣିକେଶ୍ବରୀ ହାଁସଦା ପହଞ୍ଚି ତଦାରଖ କରିଥିଲେ।