Skip to content
Sunday, 15 November 2026
Breaking News
Video
Programme

 ଆଖି ସାମନାରେ ଶିକାର କଲା ମହାବଳ: ବାଘ ଦେଖି ରୋମାଞ୍ଚିତ ୪୦ ପର୍ଯ୍ୟଟକ, ଡେବ୍ରିଗଡ଼ ଜଙ୍ଗଲରେ ସୁରକ୍ଷା କଡ଼ାକଡ଼ି

 ଆଖି ସାମନାରେ ଶିକାର କଲା ମହାବଳ: ବାଘ ଦେଖି ରୋମାଞ୍ଚିତ ୪୦ ପର୍ଯ୍ୟଟକ, ଡେବ୍ରିଗଡ଼ ଜଙ୍ଗଲରେ ସୁରକ୍ଷା କଡ଼ାକଡ଼ି

 ଆଖି ସାମନାରେ ଶିକାର କଲା ମହାବଳ: ବାଘ ଦେଖି ରୋମାଞ୍ଚିତ ୪୦ ପର୍ଯ୍ୟଟକ, ଡେବ୍ରିଗଡ଼ ଜଙ୍ଗଲରେ ସୁରକ୍ଷା କଡ଼ାକଡ଼ି

Key Points

  • ଆଗ ସିଟ୍‌ରେ ମୁଁ ଏବଂ ପଛ ସିଟ୍‌ରେ ସ୍ତ୍ରୀ, ଦେଢ଼ବର୍ଷର ଝିଅ ଏବଂ ସାତ ବର୍ଷର ପୁଅ ଥିଲେ।
  • ମହାବଳ ବାଘ କେଉଁଠି ଅଛି ବୋଲି ସଫାରି ଗାଡ଼ି ଚାଳକଙ୍କୁ ପଚାରିବାବେଳକୁ ହିଁ ଅଚାନକ ତା ଉପରେ ଆଖି ପଡ଼ିଗଲା।
  • ସେ ଆମଠାରୁ ପ୍ରାୟ ୧୦-୧୫ ମିଟର ଦୂରରେ ଥିଲା।

 ଆଖି ସାମନାରେ ଶିକାର କଲା ମହାବଳ: ବାଘ ଦେଖି ରୋମାଞ୍ଚିତ ୪୦ ପର୍ଯ୍ୟଟକ, ଡେବ୍ରିଗଡ଼ ଜଙ୍ଗଲରେ ସୁରକ୍ଷା କଡ଼ାକଡ଼ି

 

ସମ୍ବଲପୁର: ‘ଅପରାହ୍ଣ ପ୍ରାୟ ୪ଟା ୩୦। ଜଙ୍ଗଲ ସଫାରିରୁ ଫେରୁଥିଲୁ। ଆଗ ସିଟ୍‌ରେ ମୁଁ ଏବଂ ପଛ ସିଟ୍‌ରେ ସ୍ତ୍ରୀ, ଦେଢ଼ବର୍ଷର ଝିଅ ଏବଂ ସାତ ବର୍ଷର ପୁଅ ଥିଲେ। ମହାବଳ ବାଘ କେଉଁଠି ଅଛି ବୋଲି ସଫାରି ଗାଡ଼ି ଚାଳକଙ୍କୁ ପଚାରିବାବେଳକୁ ହିଁ ଅଚାନକ ତା ଉପରେ ଆଖି ପଡ଼ିଗଲା।ସେ ଆମଠାରୁ ପ୍ରାୟ ୧୦-୧୫ ମିଟର ଦୂରରେ ଥିଲା। ଗଛପତ୍ର ଉହାଡ଼ରେ ଗୋଟିଏ ସ୍ଥାନରେ କୌଣସି ଶିକାରକୁ ଜାବୁଡ଼ି ଧରି ବସିଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ହଠାତ୍‌ ବାଘ ଦେଖି ଯେତିକି ଆନନ୍ଦ ଲାଗିଲା ସେତିକି ଭୟ ବି। ଆମେ ଗଲାବେଳେ କଲରାପତରିଆ ମଧ୍ୟ ଦେଖିଥିଲୁ। 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments